or_tn/eph/01/12.md

12 lines
1.1 KiB
Markdown

# so that we might be the first
ପୁନର୍ବାର, “ଆମ୍ଭେମାନେ” ଶବ୍ଦଟି ଏଫିସର ବିଶ୍ବାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଉଛି,ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ I (ଦେଖ: [[rc://*/ta/man/translate/figs-exclusive]])
# so we would be for the praise of his glory
ଯେପରି ଆମ୍ଭେମାନେ ତାହାଙ୍କର ଗୌରବ ନିମନ୍ତେ ତାହାଙ୍କର ପ୍ରଶଂସା କରିବାକୁ ଜୀବନଯାପନ କରିବୁ
# so that we might be the first ... so we would be for the praise
ପୁନର୍ବାର, “ଆମ୍ଭେମାନେ” ସର୍ବନାମଗୁଡିକ ପାଉଲଙ୍କୁ ଓ ଅନ୍ୟ ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ, ଏଫିସୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])