or_tn/eph/01/12.md

1.1 KiB

so that we might be the first

ପୁନର୍ବାର, “ଆମ୍ଭେମାନେ” ଶବ୍ଦଟି ଏଫିସର ବିଶ୍ବାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଉଛି,ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ I (ଦେଖ: rc://*/ta/man/translate/figs-exclusive)

so we would be for the praise of his glory

ଯେପରି ଆମ୍ଭେମାନେ ତାହାଙ୍କର ଗୌରବ ନିମନ୍ତେ ତାହାଙ୍କର ପ୍ରଶଂସା କରିବାକୁ ଜୀବନଯାପନ କରିବୁ

so that we might be the first ... so we would be for the praise

ପୁନର୍ବାର, “ଆମ୍ଭେମାନେ” ସର୍ବନାମଗୁଡିକ ପାଉଲଙ୍କୁ ଓ ଅନ୍ୟ ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ, ଏଫିସୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)