or_tn/eph/01/10.md

583 B

with a view to a plan

ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଗୋଟିଏ ଯୋଜନା ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଗୋଟିଏ ଯୋଜନା ବିଷୟ ଚିନ୍ତାକରି ସେ ଏହା କଲେ”

for the fullness of time

କାରଣ ଉପଯୁକ୍ତ ସମୟରେ କିମ୍ବା “ସେ ନିରୂପିତ କରିଥିବା ସମୟରେ”