# with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଗୋଟିଏ ଯୋଜନା ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଗୋଟିଏ ଯୋଜନା ବିଷୟ ଚିନ୍ତାକରି ସେ ଏହା କଲେ” # for the fullness of time କାରଣ ଉପଯୁକ୍ତ ସମୟରେ କିମ୍ବା “ସେ ନିରୂପିତ କରିଥିବା ସମୟରେ”