or_tn/eph/01/05.md

1.8 KiB

General Information:

“ତାହାଙ୍କ” ଓ “ସେ” ଶବ୍ଦଗୁଡିକ ଈଶ୍ବରଙ୍କୁ ବୁଝାଏ I

God chose us beforehand for adoption

“ଆମ୍ଭମାନଙ୍କୁ” ଶବ୍ଦ ପାଉଲ, ଏଫିସୀୟ ମଣ୍ଡଳୀ ଓ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପୁତ୍ର ସ୍ବରୂପେ ଗ୍ରହଣ କରିବାପାଇଁ ଈଶ୍ବର ବହୁ ପୂର୍ବରୁ ଯୋଜନା କରିଥିଲେ” (ଦେଖ: rc://*/ta/man/translate/figs-inclusive)

God chose us beforehand

ସମୟର ପୂର୍ବେ ଈଶ୍ବର ଆମ୍ଭମାନଙ୍କୁ ମନୋନୀତ କଲେ କିମ୍ବା ବହୁ ପୂର୍ବରୁ ଈଶ୍ବର ଆମ୍ଭମାନଙ୍କୁ ମନୋନୀତ କଲେ”

for adoption as sons

ଏଠାରେ “ପୁତ୍ର ସ୍ବରୂପେ ଗ୍ରହଣ କରିବା” ଈଶ୍ବରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ I ଏଠାରେ “ପୁତ୍ର” ଶବ୍ଦଟି ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କର ପୋଷ୍ୟସନ୍ତାନସନ୍ତତି ହେବାକୁ” (ଦେଖ: rc://*/ta/man/translate/figs-gendernotations)

through Jesus Christ

ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟଦ୍ବାରା ଈଶ୍ବର ବିଶ୍ବାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ