# General Information: “ତାହାଙ୍କ” ଓ “ସେ” ଶବ୍ଦଗୁଡିକ ଈଶ୍ବରଙ୍କୁ ବୁଝାଏ I # God chose us beforehand for adoption “ଆମ୍ଭମାନଙ୍କୁ” ଶବ୍ଦ ପାଉଲ, ଏଫିସୀୟ ମଣ୍ଡଳୀ ଓ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପୁତ୍ର ସ୍ବରୂପେ ଗ୍ରହଣ କରିବାପାଇଁ ଈଶ୍ବର ବହୁ ପୂର୍ବରୁ ଯୋଜନା କରିଥିଲେ” (ଦେଖ: [[rc://*/ta/man/translate/figs-inclusive]]) # God chose us beforehand ସମୟର ପୂର୍ବେ ଈଶ୍ବର ଆମ୍ଭମାନଙ୍କୁ ମନୋନୀତ କଲେ କିମ୍ବା ବହୁ ପୂର୍ବରୁ ଈଶ୍ବର ଆମ୍ଭମାନଙ୍କୁ ମନୋନୀତ କଲେ” # for adoption as sons ଏଠାରେ “ପୁତ୍ର ସ୍ବରୂପେ ଗ୍ରହଣ କରିବା” ଈଶ୍ବରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ I ଏଠାରେ “ପୁତ୍ର” ଶବ୍ଦଟି ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କର ପୋଷ୍ୟସନ୍ତାନସନ୍ତତି ହେବାକୁ” (ଦେଖ: [[rc://*/ta/man/translate/figs-gendernotations]]) # through Jesus Christ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟଦ୍ବାରା ଈଶ୍ବର ବିଶ୍ବାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ