or_tn/col/04/18.md

12 lines
1.2 KiB
Markdown

# Connecting Statement:
ପାଉଲ ଅଭିବାଦନ ସହିତ ନିଜର ପତ୍ରକୁ ଶେଷ କରୁଛନ୍ତି ଯାହା ସେ ନିଜେ ହସ୍ତଲିପିରେ ଲେଖିଛନ୍ତି।
# Remember my chains
ଯେତେବେଳେ ପାଉଲ ଜଞିର ବିଷୟରେ କହନ୍ତି, ତାହା କାରାବାସ ବିଷୟରେ ବୁଝାଏ। ଅନ୍ୟ ଏକ ଅନୁବାଦ, “ମୋର ଏହି କାରବାସ ସମୟରେ ସ୍ଣରଣ କରି ମୋ ପାଈ ପ୍ରର୍ଥନା କର”(ଦେଖ:[[rc://*/ta/man/translate/figs-you]])
# May grace be with you
ଏଠାରେ “ଅନୁଗ୍ରହ” ର ଅର୍ଥ ପରମେଶ୍ବରକୁ ଦର୍ଶାଏ, ଯିଏ ଅନୁଗ୍ରହ ଓ ଦୟାର ଭାବ ବିଶ୍ବାସୀମାନଙ୍କୁ ଦେଖାନ୍ତି। ଅନ୍ୟ ଏକ ଅନୁବାଦ: “ମୁ ପ୍ରାଥନା କରୁଛି ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣ ସମସ୍ତଙ୍କ ପ୍ରତି ଅନୁଗ୍ରହର ସହ କାର୍ଯ୍ୟ କରନ୍ତୁ” (ଦେଖ:[[rc://*/ta/man/translate/figs-metonymy]])