or_tn/col/04/18.md

1.2 KiB

Connecting Statement:

ପାଉଲ ଅଭିବାଦନ ସହିତ ନିଜର ପତ୍ରକୁ ଶେଷ କରୁଛନ୍ତି ଯାହା ସେ ନିଜେ ହସ୍ତଲିପିରେ ଲେଖିଛନ୍ତି।

Remember my chains

ଯେତେବେଳେ ପାଉଲ ଜଞିର ବିଷୟରେ କହନ୍ତି, ତାହା କାରାବାସ ବିଷୟରେ ବୁଝାଏ। ଅନ୍ୟ ଏକ ଅନୁବାଦ, “ମୋର ଏହି କାରବାସ ସମୟରେ ସ୍ଣରଣ କରି ମୋ ପାଈ ପ୍ରର୍ଥନା କର”(ଦେଖ:rc://*/ta/man/translate/figs-you)

May grace be with you

ଏଠାରେ “ଅନୁଗ୍ରହ” ର ଅର୍ଥ ପରମେଶ୍ବରକୁ ଦର୍ଶାଏ, ଯିଏ ଅନୁଗ୍ରହ ଓ ଦୟାର ଭାବ ବିଶ୍ବାସୀମାନଙ୍କୁ ଦେଖାନ୍ତି। ଅନ୍ୟ ଏକ ଅନୁବାଦ: “ମୁ ପ୍ରାଥନା କରୁଛି ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣ ସମସ୍ତଙ୍କ ପ୍ରତି ଅନୁଗ୍ରହର ସହ କାର୍ଯ୍ୟ କରନ୍ତୁ” (ଦେଖ:rc://*/ta/man/translate/figs-metonymy)