or_tn/col/02/19.md

1.5 KiB

He does not hold on to the head

ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ନ କରୁଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ସେମାନେ ମସ୍ତକକୁ ଦୃଢ ଭାବରେ ନ ଧରିବା ସଦୃଶ୍ୟ । ଅନ୍ୟ ଏକ ଅନୁବାଦ: “ଖ୍ରୀଷ୍ଟ ଯେ ଶରୀର ମସ୍ତକ ସଦୃଶ୍ୟ, ଯାହାଙ୍କୁ ସେ ଦୃଢ ଭାବରେ ଧରି ପାରୁ ନାହିଁ, ବା ସେ ଖ୍ରୀଷ୍ଟଙ୍କୁ ଦୃଢ ଭାବରେ ଧରି ନାହାନ୍ତି, ଯିଏ ଏକ ଶରୀରର ମସ୍ତକ ସଦୃଶ୍ୟ ଅଟନ୍ତି” (ଦେଖ:rc://*/ta/man/translate/figs-metaphor)

It is from the head that the whole body throughout its joints and ligaments is supplied and held together

ପାଉଲ ମଣ୍ଡଳୀର କଥା କହନ୍ତି ଯାହା ଖ୍ରୀଷ୍ଟକ ଦ୍ବାରା ଶଶିତ ଏବଂ କ୍ଷମତାପନ୍ନ ଅଟେ ଯେମିତି ଗୋଟିଏ ମାନବ ଶରୀର ଅଟେ। ଅନ୍ୟ ଏକ ଅନୁବାଦ: “ଏହା ମସ୍ତକରୁ ଇଶ୍ବର ପୁର ଶରୀର ଏହାର ହାଡ଼ର ଯୋଡଗୁଡିକ ଏବଂ ଦମନିକୁ ନମନିୀୟ କରେ ଏବଂ ଏହାକୁ ଏକ ସଙ୍ଗରେରଖେ” (ଦେଖ:rc://*/ta/man/translate/figs-metaphor)