8 lines
1.5 KiB
Markdown
8 lines
1.5 KiB
Markdown
|
# He does not hold on to the head
|
||
|
|
||
|
ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ନ କରୁଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ସେମାନେ ମସ୍ତକକୁ ଦୃଢ ଭାବରେ ନ ଧରିବା ସଦୃଶ୍ୟ । ଅନ୍ୟ ଏକ ଅନୁବାଦ: “ଖ୍ରୀଷ୍ଟ ଯେ ଶରୀର ମସ୍ତକ ସଦୃଶ୍ୟ, ଯାହାଙ୍କୁ ସେ ଦୃଢ ଭାବରେ ଧରି ପାରୁ ନାହିଁ, ବା ସେ ଖ୍ରୀଷ୍ଟଙ୍କୁ ଦୃଢ ଭାବରେ ଧରି ନାହାନ୍ତି, ଯିଏ ଏକ ଶରୀରର ମସ୍ତକ ସଦୃଶ୍ୟ ଅଟନ୍ତି” (ଦେଖ:[[rc://*/ta/man/translate/figs-metaphor]])
|
||
|
|
||
|
# It is from the head that the whole body throughout its joints and ligaments is supplied and held together
|
||
|
|
||
|
ପାଉଲ ମଣ୍ଡଳୀର କଥା କହନ୍ତି ଯାହା ଖ୍ରୀଷ୍ଟକ ଦ୍ବାରା ଶଶିତ ଏବଂ କ୍ଷମତାପନ୍ନ ଅଟେ ଯେମିତି ଗୋଟିଏ ମାନବ ଶରୀର ଅଟେ। ଅନ୍ୟ ଏକ ଅନୁବାଦ: “ଏହା ମସ୍ତକରୁ ଇଶ୍ବର ପୁର ଶରୀର ଏହାର ହାଡ଼ର ଯୋଡଗୁଡିକ ଏବଂ ଦମନିକୁ ନମନିୀୟ କରେ ଏବଂ ଏହାକୁ ଏକ ସଙ୍ଗରେରଖେ” (ଦେଖ:[[rc://*/ta/man/translate/figs-metaphor]])
|