or_tn/col/02/13.md

1.5 KiB

When you were dead

ପାଉଲ କହନ୍ତି ପରମେଶ୍ବରଙ୍କୁ ଅଗ୍ରାହାୟ କରିବା ମୃତ ବ୍ୟକ୍ତି ତୁଲ୍ୟ। ଅନ୍ୟ ଏକ ଅନୁବାଦ : “ତୁମ୍ଭେମାନେ ପରମେଶ୍ବରଙ୍କୁ ଗ୍ରହଣ କରିପାରୁନଥିଲ ଯେତେବେଲ ତୁମ୍ଭେମାନେ ବିଶ୍ବାସୀ ହୋଇଥିଲ”

you were dead ... he made you alive

ଏହି ରୂପକର ସହିତ ପାଉଲ ନୂତନ ଆଧ୍ୟାତ୍ମିକ ଜୀବନରେ ଆସିବା କଥା କରୁଛନ୍ତି ଯେମିତିକି ଏହା ଭୌତିକ ରୂପରେ ଜୀବନରେ ପୁଣିଥରେ ଆସିଥିଲ। (ଦେଖ:rc://*/ta/man/translate/figs-metaphor)

dead in your trespasses and in the uncircumcision of your flesh

ତୁମେ ଦୁଇଟି ହିସାବରେ ମୃତ ଥିଲା: 1) ତୁମେ ଆଧ୍ୟାତ୍ମିକରେ ମୃତ ଥିଲ, ଖ୍ରୀଷ୍ଟକ ବିରୁଦ୍ଧରେ ପାପର ଜୀବନ କାଟିବା ଏବଂ 2) ମୋଶାଙ୍କ ବ୍ୟବସ୍ଥା ଅନୁସାରେ ତୁମ୍ଭେମାନେ ସୁନ୍ନତ ହୋଇ ନାହଁ ।

forgave us all of our trespasses

ସେ ଉଭୟକୁ ଯିହୁଦୀମାନଙ୍କୁ ଏବଂ ଅନ୍ୟଜାତି ମାନଙ୍କୁ, ଆମର ସବୁ ଅଧର୍ମକୁ କ୍ଷମା କରିଦେଲେ।