# When you were dead ପାଉଲ କହନ୍ତି ପରମେଶ୍ବରଙ୍କୁ ଅଗ୍ରାହାୟ କରିବା ମୃତ ବ୍ୟକ୍ତି ତୁଲ୍ୟ। ଅନ୍ୟ ଏକ ଅନୁବାଦ : “ତୁମ୍ଭେମାନେ ପରମେଶ୍ବରଙ୍କୁ ଗ୍ରହଣ କରିପାରୁନଥିଲ ଯେତେବେଲ ତୁମ୍ଭେମାନେ ବିଶ୍ବାସୀ ହୋଇଥିଲ” # you were dead ... he made you alive ଏହି ରୂପକର ସହିତ ପାଉଲ ନୂତନ ଆଧ୍ୟାତ୍ମିକ ଜୀବନରେ ଆସିବା କଥା କରୁଛନ୍ତି ଯେମିତିକି ଏହା ଭୌତିକ ରୂପରେ ଜୀବନରେ ପୁଣିଥରେ ଆସିଥିଲ। (ଦେଖ:[[rc://*/ta/man/translate/figs-metaphor]]) # dead in your trespasses and in the uncircumcision of your flesh ତୁମେ ଦୁଇଟି ହିସାବରେ ମୃତ ଥିଲା: 1) ତୁମେ ଆଧ୍ୟାତ୍ମିକରେ ମୃତ ଥିଲ, ଖ୍ରୀଷ୍ଟକ ବିରୁଦ୍ଧରେ ପାପର ଜୀବନ କାଟିବା ଏବଂ 2) ମୋଶାଙ୍କ ବ୍ୟବସ୍ଥା ଅନୁସାରେ ତୁମ୍ଭେମାନେ ସୁନ୍ନତ ହୋଇ ନାହଁ । # forgave us all of our trespasses ସେ ଉଭୟକୁ ଯିହୁଦୀମାନଙ୍କୁ ଏବଂ ଅନ୍ୟଜାତି ମାନଙ୍କୁ, ଆମର ସବୁ ଅଧର୍ମକୁ କ୍ଷମା କରିଦେଲେ।