or_tn/col/02/07.md

2.3 KiB

Be rooted ... be built ... be established ... abound

ଏହି ଶବ୍ଦ ବୁଝାଏ କି ""ତାହାଙ୍କର ସହିତ ଚାଲିବା""ର ଅର୍ଥ କଅଣ ?(ଦେଖ: rc://*/ta/man/translate/figs-idiom )

Be rooted in him

ପାଉଲ ସତ୍ୟ ବିଶ୍ଵାସର ସହିତ ଖ୍ରୀଷ୍ଟଙ୍କଠାରେ ଏକ ବ୍ୟକ୍ତି ବିଷୟରେ କହୁଛନ୍ତି ଯେମିତିକି ସେହି ବ୍ୟକ୍ତି ଗଭୀର ଭୂମିରେ ଚେର ସହିତ ପୃଷ୍ଟ ଭୁମିରେ ବୃଧି ପାଉଥିବା ବୃକ୍ଷ। (ଦେଖ: rc://*/ta/man/translate/figs-metaphor )

be built on him

ପାଉଲ ସତ୍ୟ ବିଶ୍ଵାସର ସହିତ ଖ୍ରୀଷ୍ଟଙ୍କଠାରେ ଏକ ବ୍ୟକ୍ତି ବିଷୟରେ କହୁଛନ୍ତି ଯେମିତିକି ସେହି ବ୍ୟକ୍ତି ଏକ ଅଟଳିକା ଥିଲା ଯାହାର ମଜଭୁତ୍ ମୂଳଦୁଆ ଅଛି। (ଦେଖ: rc://*/ta/man/translate/figs-metaphor )

be established in faith

ସମସ୍ତ ବିଷୟ ପାଇଁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସରଖ

just as you were taught

ଏହାକୁ ଉତ୍ତମ ଭାବରେ କୁହାଯାଇଛି ଯେ ନାମକରଣ ବିନା କିମ୍ବା ଅନ୍ୟତ୍ର ଶିକ୍ଷକଙ୍କୁ ମନଯୋଗ କରିବା ବିଷୟରେ କୁହାଯାଏ, ସେ ଏପାପ୍ର ଥିଲେ ([କଲସୀୟ 1:7](।। /01/07। md))। ଅନ୍ୟ ଏକ ଅନୁବାଦ:""ଯେମିତି ତୁମେ ଶିଖିଲ"" ଓ ""ଯେମିତି ସେମାନେ ତୁମକୁ ଶିଖାଇଲେ"" ଓ ""ଯେମିତି ସେ ତୁମକୁ ଶିଖାଇଲେ

abound in thanksgiving

ପାଉଲ ଧନ୍ୟବାଦ ଦେବା ବିଷୟରେ କହନ୍ତି ସତେ ଯେମିତି ଏହା ଏକ ବସ୍ତୁ ଥିଲା ଯାହା ଏକ ବ୍ୟକ୍ତି ଅଧିକ ପ୍ରାପ୍ତ କରିପାରିଥାନ୍ତା। ଅନ୍ୟ ଏକ ଅନୁବାଦ: ""ଈଶ୍ବରଙ୍କର କୃତଜ୍ଞାତ ହୁଅ"" (ଦେଖ: rc://*/ta/man/translate/figs-metaphor )