# Be rooted ... be built ... be established ... abound ଏହି ଶବ୍ଦ ବୁଝାଏ କି ""ତାହାଙ୍କର ସହିତ ଚାଲିବା""ର ଅର୍ଥ କଅଣ ?(ଦେଖ: [[rc://*/ta/man/translate/figs-idiom]] ) # Be rooted in him ପାଉଲ ସତ୍ୟ ବିଶ୍ଵାସର ସହିତ ଖ୍ରୀଷ୍ଟଙ୍କଠାରେ ଏକ ବ୍ୟକ୍ତି ବିଷୟରେ କହୁଛନ୍ତି ଯେମିତିକି ସେହି ବ୍ୟକ୍ତି ଗଭୀର ଭୂମିରେ ଚେର ସହିତ ପୃଷ୍ଟ ଭୁମିରେ ବୃଧି ପାଉଥିବା ବୃକ୍ଷ। (ଦେଖ: [[rc://*/ta/man/translate/figs-metaphor]] ) # be built on him ପାଉଲ ସତ୍ୟ ବିଶ୍ଵାସର ସହିତ ଖ୍ରୀଷ୍ଟଙ୍କଠାରେ ଏକ ବ୍ୟକ୍ତି ବିଷୟରେ କହୁଛନ୍ତି ଯେମିତିକି ସେହି ବ୍ୟକ୍ତି ଏକ ଅଟଳିକା ଥିଲା ଯାହାର ମଜଭୁତ୍ ମୂଳଦୁଆ ଅଛି। (ଦେଖ: [[rc://*/ta/man/translate/figs-metaphor]] ) # be established in faith ସମସ୍ତ ବିଷୟ ପାଇଁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସରଖ # just as you were taught ଏହାକୁ ଉତ୍ତମ ଭାବରେ କୁହାଯାଇଛି ଯେ ନାମକରଣ ବିନା କିମ୍ବା ଅନ୍ୟତ୍ର ଶିକ୍ଷକଙ୍କୁ ମନଯୋଗ କରିବା ବିଷୟରେ କୁହାଯାଏ, ସେ ଏପାପ୍ର ଥିଲେ ([କଲସୀୟ 1:7](।। /01/07। md))। ଅନ୍ୟ ଏକ ଅନୁବାଦ:""ଯେମିତି ତୁମେ ଶିଖିଲ"" ଓ ""ଯେମିତି ସେମାନେ ତୁମକୁ ଶିଖାଇଲେ"" ଓ ""ଯେମିତି ସେ ତୁମକୁ ଶିଖାଇଲେ # abound in thanksgiving ପାଉଲ ଧନ୍ୟବାଦ ଦେବା ବିଷୟରେ କହନ୍ତି ସତେ ଯେମିତି ଏହା ଏକ ବସ୍ତୁ ଥିଲା ଯାହା ଏକ ବ୍ୟକ୍ତି ଅଧିକ ପ୍ରାପ୍ତ କରିପାରିଥାନ୍ତା। ଅନ୍ୟ ଏକ ଅନୁବାଦ: ""ଈଶ୍ବରଙ୍କର କୃତଜ୍ଞାତ ହୁଅ"" (ଦେଖ: [[rc://*/ta/man/translate/figs-metaphor]] )