or_tn/col/01/27.md

1.1 KiB

the riches of the glory of this secret truth

ପାଉଲ ପରମେଶ୍ବରଙ୍କ ସତ୍ୟ ରହସ୍ୟର ଗୁରୁତ୍ବ ବିଷୟରେ କହନ୍ତି ସତେ ଯେପରି ଏହା ଗୋଟିଏ ଭୌତିକ ସମ୍ଫତିର ଧନ। “ଧନ” (ଦେଖ: rc://*/ta/man/translate/figs-metaphor )

Christ in you

ପାଉଲ ବିଶ୍ବାସୀଙ୍କ ବିଷୟରେ କହୁଛନ୍ତି ଯେମିତିକି ସେମାନେ ପ୍ରକୃତ ପାତ୍ର ଥିଲେ ଯେଉଁଥିରେ ଖ୍ରୀଷ୍ଟ ଉପସ୍ଥିତି ରହିଅଛି। ଏଠାରେ ଖ୍ରୀଷ୍ଟଙ୍କ ସହିତ ବିଶ୍ବସିମାନଙ୍କର ମିଳନକୁ ପ୍ରକାଶ କରିବାର ତାହାଙ୍କର ଏହା ଏକ ମାଧ୍ୟମ। (ଦେଖ:rc://*/ta/man/translate/figs-metaphor)

the hope of glory

ତେଣୁ ଆପଣମାନେ ଇଶ୍ବରଙ୍କ ଗୌରବକୁ ବିଶ୍ବାସ କରିବାର ଅଶାରଖିପାରିବେ