or_tn/col/01/27.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the riches of the glory of this secret truth
ପାଉଲ ପରମେଶ୍ବରଙ୍କ ସତ୍ୟ ରହସ୍ୟର ଗୁରୁତ୍ବ ବିଷୟରେ କହନ୍ତି ସତେ ଯେପରି ଏହା ଗୋଟିଏ ଭୌତିକ ସମ୍ଫତିର ଧନ। “ଧନ” (ଦେଖ: [[rc://*/ta/man/translate/figs-metaphor]] )
# Christ in you
ପାଉଲ ବିଶ୍ବାସୀଙ୍କ ବିଷୟରେ କହୁଛନ୍ତି ଯେମିତିକି ସେମାନେ ପ୍ରକୃତ ପାତ୍ର ଥିଲେ ଯେଉଁଥିରେ ଖ୍ରୀଷ୍ଟ ଉପସ୍ଥିତି ରହିଅଛି। ଏଠାରେ ଖ୍ରୀଷ୍ଟଙ୍କ ସହିତ ବିଶ୍ବସିମାନଙ୍କର ମିଳନକୁ ପ୍ରକାଶ କରିବାର ତାହାଙ୍କର ଏହା ଏକ ମାଧ୍ୟମ। (ଦେଖ:[[rc://*/ta/man/translate/figs-metaphor]])
# the hope of glory
ତେଣୁ ଆପଣମାନେ ଇଶ୍ବରଙ୍କ ଗୌରବକୁ ବିଶ୍ବାସ କରିବାର ଅଶାରଖିପାରିବେ