or_tn/col/01/26.md

1000 B

This is the secret truth that was hidden

ଏହାକୁ ସକ୍ରିୟ ରୁପରେ କହିପରିଵା। ଅନ୍ୟ ଏକ ଅନୁବାଦ: ""ଏହା ଏକ ଗୁପ୍ତ ରହସ୍ୟ ଅଟେ ଯାହା ଇଶ୍ବର ଲୁକାୟିତ କରି ରଖିଥିଲେ।"" (ଦେଖ:rc://*/ta/man/translate/figs-activepassive)

for ages and for generations

ଯୁଗ"" ଓ ""ପିଢି"" ଶଦ୍ଦଟି ସୃଷ୍ଟିର ସମୟରୁ ଜଗତର ଆରମ୍ଭଠାରୁ ସୁସମଚାର ପ୍ରଚାରିତ ହେବା ପର୍ଯ୍ୟନ୍ତ ଏକ ସମୟ ସୀମାକୁ ଦର୍ଶାଏ ।

now it has been revealed

ଏହାକୁ ସକ୍ରିୟ ରୁପରେ କହିପରିଵା। ଅନ୍ୟ ଏକ ଅନୁବାଦ: ""ବର୍ତ୍ତମାନ ଇଶ୍ବର ଏହାକୁ ପ୍ରକାଶ କରିଅଛନ୍ତି"" (ଦେଖ:rc://*/ta/man/translate/figs-activepassive)