or_tn/col/01/26.md

12 lines
1000 B
Markdown
Raw Permalink Normal View History

2020-11-19 00:15:53 +00:00
# This is the secret truth that was hidden
ଏହାକୁ ସକ୍ରିୟ ରୁପରେ କହିପରିଵା। ଅନ୍ୟ ଏକ ଅନୁବାଦ: ""ଏହା ଏକ ଗୁପ୍ତ ରହସ୍ୟ ଅଟେ ଯାହା ଇଶ୍ବର ଲୁକାୟିତ କରି ରଖିଥିଲେ।"" (ଦେଖ:[[rc://*/ta/man/translate/figs-activepassive]])
# for ages and for generations
ଯୁଗ"" ଓ ""ପିଢି"" ଶଦ୍ଦଟି ସୃଷ୍ଟିର ସମୟରୁ ଜଗତର ଆରମ୍ଭଠାରୁ ସୁସମଚାର ପ୍ରଚାରିତ ହେବା ପର୍ଯ୍ୟନ୍ତ ଏକ ସମୟ ସୀମାକୁ ଦର୍ଶାଏ ।
# now it has been revealed
ଏହାକୁ ସକ୍ରିୟ ରୁପରେ କହିପରିଵା। ଅନ୍ୟ ଏକ ଅନୁବାଦ: ""ବର୍ତ୍ତମାନ ଇଶ୍ବର ଏହାକୁ ପ୍ରକାଶ କରିଅଛନ୍ତି"" (ଦେଖ:[[rc://*/ta/man/translate/figs-activepassive]])