or_tn/col/01/22.md

1.3 KiB

to present you holy, blameless, and above reproach before him

ପାଉଲ କଲସୀୟର ବିଶ୍ବାସୀମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ଯେମିତି କି ଯୀଶୁ ସେମାନଙ୍କୁ ଶାରୀରିକ ଭାବରେ ଶୁଦ୍ଧ କରିଥିଲେ, ସେମାନକୁ ସଫା ବସ୍ତ୍ର ପିନ୍ଧାଇଲେ, ଓ ସେମାନକୁ ପିତାଙ୍କ ସମ୍ମୁଖରେ ଛିଡା କରିବା ପାଇଁ ଆଣିଲେ। (ଦେଖ:rc://*/ta/man/translate/figs-metaphor)

blameless, and above reproach

ପାଉଲ ଦୁଇଟି ଶଦ୍ଦକୁ ବ୍ୟବହାର କରନ୍ତି, ଯାହାର ଅର୍ଥ ପ୍ରାୟତଃ ସମାନ ଅଟେ, ସମ୍ପୂର୍ଣ୍ଣତାର ଅର୍ଥକୁ ଗୁରୁତ୍ତ୍ବ ଦେବା ପାଇଁ ବ୍ୟବହାର କରାଯାଇଛି। ଅନ୍ୟ ଏକ ଅନୁବାଦ ""ସିଦ୍ଧ” (ଦେଖ:rc://*/ta/man/translate/figs-parallelism)

before him

ସ୍ଥାନର ଏହି ଉକ୍ତି ପ୍ରକାଶ କରେ କି ""ଈଶ୍ବରଙ୍କ ବିଚାରରେ"" ଓ "" ""ଇଶ୍ବରଙ୍କ ମନରେ। "" (ଦେଖ:rc://*/ta/man/translate/figs-metaphor)