or_tn/col/01/22.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# to present you holy, blameless, and above reproach before him
ପାଉଲ କଲସୀୟର ବିଶ୍ବାସୀମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ଯେମିତି କି ଯୀଶୁ ସେମାନଙ୍କୁ ଶାରୀରିକ ଭାବରେ ଶୁଦ୍ଧ କରିଥିଲେ, ସେମାନକୁ ସଫା ବସ୍ତ୍ର ପିନ୍ଧାଇଲେ, ଓ ସେମାନକୁ ପିତାଙ୍କ ସମ୍ମୁଖରେ ଛିଡା କରିବା ପାଇଁ ଆଣିଲେ। (ଦେଖ:[[rc://*/ta/man/translate/figs-metaphor]])
# blameless, and above reproach
ପାଉଲ ଦୁଇଟି ଶଦ୍ଦକୁ ବ୍ୟବହାର କରନ୍ତି, ଯାହାର ଅର୍ଥ ପ୍ରାୟତଃ ସମାନ ଅଟେ, ସମ୍ପୂର୍ଣ୍ଣତାର ଅର୍ଥକୁ ଗୁରୁତ୍ତ୍ବ ଦେବା ପାଇଁ ବ୍ୟବହାର କରାଯାଇଛି। ଅନ୍ୟ ଏକ ଅନୁବାଦ ""ସିଦ୍ଧ” (ଦେଖ:[[rc://*/ta/man/translate/figs-parallelism]])
# before him
ସ୍ଥାନର ଏହି ଉକ୍ତି ପ୍ରକାଶ କରେ କି ""ଈଶ୍ବରଙ୍କ ବିଚାରରେ"" ଓ "" ""ଇଶ୍ବରଙ୍କ ମନରେ। "" (ଦେଖ:[[rc://*/ta/man/translate/figs-metaphor]])