or_tn/col/01/09.md

2.1 KiB

Connecting Statement:

କାରଣ ଆତ୍ମା ସେମାନଙ୍କୁ ସକ୍ଷମ କଲେ ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ,ପାଉଲ ସେମାନଙ୍କପାଇଁ ପ୍ରାର୍ଥନା କଲେ ଏବଂ ଏଠାରେ ପାଉଲ ସେମାନଙ୍କୁ କହୁଛନ୍ତି ଯେ କିପରି ଭାବରେ ସେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି।

Because of this love

କାରଣ ପବିତ୍ର ଆତ୍ମା ତୁମକୁ ସମର୍ଥ କରିଅଛନ୍ତି କି ତୁମେ ତୁମର ଅନ୍ୟ ବିଶ୍ବାସୀମାନକୁ ପ୍ରେମ କରିବ

we heard ... we have not stopped ... We have been asking

ଏହି ଶବ୍ଦ “ଆମ୍ଭେ” ରେ କଲସୀୟମାନେଅନ୍ତର୍ଭୁକ୍ତ ନୁହନ୍ତି। (ଦେଖ:rc://*/ta/man/translate/figs-exclusive)

from the day we heard this

ସେହି ଦିନ ଠାରୁ ଏପାଫ୍ରା ଆମ୍ଭକୁ ଏଗୁଡିକ ବିଷୟରେ କହିଥିଲେ

that you will be filled with the knowledge of his will

ପାଉଲ କଲସୀୟ ମଣ୍ଡଳୀର ବିଶ୍ବାଶୀମାନଙ୍କ ବିଷୟରେଏହା କହନ୍ତି ଯେଭଳି ସେମାନେ ପାତ୍ରଗୁଡିକ ପରି ଅଟନ୍ତି। ଅନ୍ୟ ଏକ ଅନୁବାଦ: ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତ ଜ୍ଞାନରେ ପୂର୍ଣ୍ଣ କରିବେ ଯାହା ତୁମ୍ଭମାନଙ୍କୁ ଜାଣିବା ଆବଶ୍ୟକ ଅଟେ, ତାହା ହେଲେ ତୁମ୍ଭେମାନେ ତାହାଙ୍କ ଇଚ୍ଛାକୁ ସଫଳ କରିବ।

in all wisdom and spiritual understanding

ଯେଉଁ ଦ୍ବାରା ପବିତ୍ର ଆତ୍ମା ତୁମକୁ ଜ୍ଞାନବାନ କରିବେ ଏବଂ ବୁଝିବା ପାଇଁ ଶକ୍ତି ଦେବେ ଯାହା ଇଶ୍ବର ତୁମଠାରୁ ଚାହାନ୍ତି