# Connecting Statement: କାରଣ ଆତ୍ମା ସେମାନଙ୍କୁ ସକ୍ଷମ କଲେ ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ,ପାଉଲ ସେମାନଙ୍କପାଇଁ ପ୍ରାର୍ଥନା କଲେ ଏବଂ ଏଠାରେ ପାଉଲ ସେମାନଙ୍କୁ କହୁଛନ୍ତି ଯେ କିପରି ଭାବରେ ସେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। # Because of this love କାରଣ ପବିତ୍ର ଆତ୍ମା ତୁମକୁ ସମର୍ଥ କରିଅଛନ୍ତି କି ତୁମେ ତୁମର ଅନ୍ୟ ବିଶ୍ବାସୀମାନକୁ ପ୍ରେମ କରିବ # we heard ... we have not stopped ... We have been asking ଏହି ଶବ୍ଦ “ଆମ୍ଭେ” ରେ କଲସୀୟମାନେଅନ୍ତର୍ଭୁକ୍ତ ନୁହନ୍ତି। (ଦେଖ:[[rc://*/ta/man/translate/figs-exclusive]]) # from the day we heard this ସେହି ଦିନ ଠାରୁ ଏପାଫ୍ରା ଆମ୍ଭକୁ ଏଗୁଡିକ ବିଷୟରେ କହିଥିଲେ # that you will be filled with the knowledge of his will ପାଉଲ କଲସୀୟ ମଣ୍ଡଳୀର ବିଶ୍ବାଶୀମାନଙ୍କ ବିଷୟରେଏହା କହନ୍ତି ଯେଭଳି ସେମାନେ ପାତ୍ରଗୁଡିକ ପରି ଅଟନ୍ତି। ଅନ୍ୟ ଏକ ଅନୁବାଦ: ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତ ଜ୍ଞାନରେ ପୂର୍ଣ୍ଣ କରିବେ ଯାହା ତୁମ୍ଭମାନଙ୍କୁ ଜାଣିବା ଆବଶ୍ୟକ ଅଟେ, ତାହା ହେଲେ ତୁମ୍ଭେମାନେ ତାହାଙ୍କ ଇଚ୍ଛାକୁ ସଫଳ କରିବ। # in all wisdom and spiritual understanding ଯେଉଁ ଦ୍ବାରା ପବିତ୍ର ଆତ୍ମା ତୁମକୁ ଜ୍ଞାନବାନ କରିବେ ଏବଂ ବୁଝିବା ପାଇଁ ଶକ୍ତି ଦେବେ ଯାହା ଇଶ୍ବର ତୁମଠାରୁ ଚାହାନ୍ତି