or_tn/col/01/08.md

773 B

to us

“ଆମ୍ଭମାନଙ୍କୁ” ଶଦ୍ଦଟି କଲସୀୟ ପତ୍ରୀରେ ଅନ୍ତର୍ଭୁକ୍ତ ନାହିଁ । (ଦେଖ:rc://*/ta/man/translate/figs-exclusive)

your love in the Spirit

ପାଉଲ ପବିତ୍ର ଆତ୍ମାରେ କହିଲେ ସତେ ଯେମିତି ସେ ବିଶ୍ବାସୀମେନଙ୍କ ସହିତ ଗୋଟିଏ ସ୍ଥାନରେ ରହିଥିଲେ। ଅନ୍ୟ ଏକ ଅନୁବାଦ: “କିପରି ଭାବରେ ପବିତ୍ର ଆତ୍ମା ତୁମ୍ଭକୁ ବିଶ୍ବାସୀମାନଙ୍କୁ ପ୍ରେମ କରିବା ପାଇଁ ସକ୍ଷମ କଲେ”(ଦେଖ:rc://*/ta/man/translate/figs-metaphor)