# to us “ଆମ୍ଭମାନଙ୍କୁ” ଶଦ୍ଦଟି କଲସୀୟ ପତ୍ରୀରେ ଅନ୍ତର୍ଭୁକ୍ତ ନାହିଁ । (ଦେଖ:[[rc://*/ta/man/translate/figs-exclusive]]) # your love in the Spirit ପାଉଲ ପବିତ୍ର ଆତ୍ମାରେ କହିଲେ ସତେ ଯେମିତି ସେ ବିଶ୍ବାସୀମେନଙ୍କ ସହିତ ଗୋଟିଏ ସ୍ଥାନରେ ରହିଥିଲେ। ଅନ୍ୟ ଏକ ଅନୁବାଦ: “କିପରି ଭାବରେ ପବିତ୍ର ଆତ୍ମା ତୁମ୍ଭକୁ ବିଶ୍ବାସୀମାନଙ୍କୁ ପ୍ରେମ କରିବା ପାଇଁ ସକ୍ଷମ କଲେ”(ଦେଖ:[[rc://*/ta/man/translate/figs-metaphor]])