or_tn/act/28/23.md

1.5 KiB

General Information:

ଏଠାରେ “ସେମାନେ” ଶବ୍ଦ ରୋମ୍ ରେ ଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I “ତାହାଙ୍କୁ”, ""ତାହାଙ୍କର” ଓ “ସେ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ (ପ୍ରେରିତ ୨୮:୧୭)I

had set a day for him

ସେମାନଙ୍କୁ କଥା କହିବା ନିମନ୍ତେ ତାହାଙ୍କ ପାଇଁ ଗୋଟିଏ ସମୟ ନିରୁପଣ କରିଥିଲେ

testified about the kingdom of God

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ଶାସନ ସମ୍ବନ୍ଧରେ ସେମାନଙ୍କୁ କହିଲି” କିମ୍ବା “ସେମାନଙ୍କୁ କହିଲି ଯେ ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ” (ଦେଖ: rc://*/ta/man/translate/figs-metonymy)

from the prophets

ଏଠାରେ “ଭାବବାଦୀମାନେ” ସେମାନେ ଲେଖିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା ଲେଖିଥିଲେ, ସେଥିରୁ” (ଦେଖ: rc://*/ta/man/translate/figs-metonymy)