or_tn/act/28/20.md

1.2 KiB
Raw Permalink Blame History

the certain hope of Israel

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଇଶ୍ରାୟେଲ ଲୋକମାନେ ଦୃଢ଼ ବିଶ୍ବାସର ସହ ମଶୀହଙ୍କ ଆଗମନର ଅପେକ୍ଷା କରନ୍ତି କିମ୍ବା ) ଇଶ୍ରାୟେଲ ଲୋକମାନେ ଦୃଢ଼ ବିଶ୍ବାସର ସହ ଅପେକ୍ଷା କରୁଛନ୍ତି ଯେ ଈଶ୍ବର ମୃତ ଲୋକମାନଙ୍କୁ ପୁନରୁତ୍ଥିତ କରିବେ I

Israel

ଏଠାରେ “ଇଶ୍ରାୟେଲ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନେ” କିମ୍ବା “ଯିହୂଦୀମାନେ” (ଦେଖ: rc://*/ta/man/translate/figs-metonymy)

that I am bound with this chain

ଏଠାରେ “ଏହି ଜଞ୍ଜିରରେ ବନ୍ଧାଯାଇଅଛି” ଜଣେ ବନ୍ଦୀହୋଇଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ମୁଁ ଜଣେ ବନ୍ଦୀ” (ଦେଖ: rc://*/ta/man/translate/figs-metonymy)