# the certain hope of Israel ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଇଶ୍ରାୟେଲ ଲୋକମାନେ ଦୃଢ଼ ବିଶ୍ବାସର ସହ ମଶୀହଙ୍କ ଆଗମନର ଅପେକ୍ଷା କରନ୍ତି କିମ୍ବା ୨) ଇଶ୍ରାୟେଲ ଲୋକମାନେ ଦୃଢ଼ ବିଶ୍ବାସର ସହ ଅପେକ୍ଷା କରୁଛନ୍ତି ଯେ ଈଶ୍ବର ମୃତ ଲୋକମାନଙ୍କୁ ପୁନରୁତ୍ଥିତ କରିବେ I # Israel ଏଠାରେ “ଇଶ୍ରାୟେଲ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନେ” କିମ୍ବା “ଯିହୂଦୀମାନେ” (ଦେଖ: [[rc://*/ta/man/translate/figs-metonymy]]) # that I am bound with this chain ଏଠାରେ “ଏହି ଜଞ୍ଜିରରେ ବନ୍ଧାଯାଇଅଛି” ଜଣେ ବନ୍ଦୀହୋଇଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ମୁଁ ଜଣେ ବନ୍ଦୀ” (ଦେଖ: [[rc://*/ta/man/translate/figs-metonymy]])