or_tn/act/28/14.md

1.1 KiB

There we found

ସେ ସ୍ଥାନରେ ଆମ୍ଭେମାନେ ଭେଟିଲୁ

brothers

ଏମାନେ, ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନେ, ଯୀଶୁଙ୍କର ଅନୁଗମନକାରୀ ଥିଲେ I ବିକଳ୍ପ ଅନୁବାଦ: “ସହବିଶ୍ବାସୀଗଣ” (ଦେଖ: rc://*/ta/man/translate/figs-gendernotations)

were invited

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କୁ ନିମନ୍ତ୍ରଣ କଲେ” (ଦେଖ: rc://*/ta/man/translate/figs-activepassive)

In this way we came to Rome

ପାଉଲ ପୁତେଅଲୀରେ ପହଞ୍ଚିଲା ପରେ, ରୋମ୍ କୁ ଅବଶିଷ୍ଟ ଯାତ୍ରା ସ୍ଥଳରେ ହିଁ ହୋଇଥିଲା I ବିକଳ୍ପ ଅନୁବାଦ: “ଆଉ ଆମ୍ଭେମାନେ ସେମାନଙ୍କ ସହିତ ସାତ ଦିନ ରହିଲା ପରେ, ଆମ୍ଭେମାନେ ରୋମ୍ କୁ ଗଲୁ”