or_tn/act/28/14.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# There we found
ସେ ସ୍ଥାନରେ ଆମ୍ଭେମାନେ ଭେଟିଲୁ
# brothers
ଏମାନେ, ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନେ, ଯୀଶୁଙ୍କର ଅନୁଗମନକାରୀ ଥିଲେ I ବିକଳ୍ପ ଅନୁବାଦ: “ସହବିଶ୍ବାସୀଗଣ” (ଦେଖ: [[rc://*/ta/man/translate/figs-gendernotations]])
# were invited
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କୁ ନିମନ୍ତ୍ରଣ କଲେ” (ଦେଖ: [[rc://*/ta/man/translate/figs-activepassive]])
# In this way we came to Rome
ପାଉଲ ପୁତେଅଲୀରେ ପହଞ୍ଚିଲା ପରେ, ରୋମ୍ କୁ ଅବଶିଷ୍ଟ ଯାତ୍ରା ସ୍ଥଳରେ ହିଁ ହୋଇଥିଲା I ବିକଳ୍ପ ଅନୁବାଦ: “ଆଉ ଆମ୍ଭେମାନେ ସେମାନଙ୍କ ସହିତ ସାତ ଦିନ ରହିଲା ପରେ, ଆମ୍ଭେମାନେ ରୋମ୍ କୁ ଗଲୁ”