or_tn/act/28/11.md

1.4 KiB
Raw Permalink Blame History

General Information:

ଯମଜ ଭ୍ରାତା କେଷ୍ଟର ଓ ପଲୁକ୍ସ୍ ଙ୍କୁ ବୁଝାଏ, ଯେଉଁମାନେ ଗ୍ରୀକ୍ ଦେବତା ବୃହସ୍ପତିଙ୍କର ଯମଜ ପୁତ୍ରଗଣ I ସେମାନେ ଜାହାଜ ଗୁଡିକର ରକ୍ଷକ ବୋଲି ଲୋକେ ଭାବୁଥିଲେ I (ଦେଖ: rc://*/ta/man/translate/figs-explicit)

Connecting Statement:

ରୋମ୍ କୁ ପାଉଲଙ୍କର ଯାତ୍ରା ଜାରି ରହିଛି I

that had spent the winter at the island

ଶୀତ କାଳ କଟାଇବା ନିମନ୍ତେ ଜାହାଜ କର୍ମଚାରୀମାନେ ଦ୍ବୀପରେ ରହିଗଲେ

a ship of Alexandria

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆଲେକ୍ ଜାଣ୍ଡ୍ରିଆରୁ ଆସିଥିବା ଗୋଟିଏ ଜାହାଜ, କିମ୍ବା ) ଆଲେକ୍ ଜାଣ୍ଡ୍ରିଆରେ ପଞ୍ଜିକୃତ ହୋଇଥିବା ଅବା ଅନୁମତି ପ୍ରାପ୍ତ ହୋଇଥିବା ଜାହାଜ I

the twin gods

ଜାହାଜର ତଳ ଭାଗରେ, “ମିଥୁନ” ବୋଲି କୁହାଯାଉଥିବା ଦୁଇଟି ମୁର୍ତ୍ତି ଖୋଦିତ ହୋଇଥିଲା I ସେମାନଙ୍କର ନାମ କେଷ୍ଟର ଓ ପଲୁକ୍ସ I