# General Information: ଯମଜ ଭ୍ରାତା କେଷ୍ଟର ଓ ପଲୁକ୍ସ୍ ଙ୍କୁ ବୁଝାଏ, ଯେଉଁମାନେ ଗ୍ରୀକ୍ ଦେବତା ବୃହସ୍ପତିଙ୍କର ଯମଜ ପୁତ୍ରଗଣ I ସେମାନେ ଜାହାଜ ଗୁଡିକର ରକ୍ଷକ ବୋଲି ଲୋକେ ଭାବୁଥିଲେ I (ଦେଖ: [[rc://*/ta/man/translate/figs-explicit]]) # Connecting Statement: ରୋମ୍ କୁ ପାଉଲଙ୍କର ଯାତ୍ରା ଜାରି ରହିଛି I # that had spent the winter at the island ଶୀତ କାଳ କଟାଇବା ନିମନ୍ତେ ଜାହାଜ କର୍ମଚାରୀମାନେ ଦ୍ବୀପରେ ରହିଗଲେ # a ship of Alexandria ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆଲେକ୍ ଜାଣ୍ଡ୍ରିଆରୁ ଆସିଥିବା ଗୋଟିଏ ଜାହାଜ, କିମ୍ବା ୨) ଆଲେକ୍ ଜାଣ୍ଡ୍ରିଆରେ ପଞ୍ଜିକୃତ ହୋଇଥିବା ଅବା ଅନୁମତି ପ୍ରାପ୍ତ ହୋଇଥିବା ଜାହାଜ I # the twin gods ଜାହାଜର ତଳ ଭାଗରେ, “ମିଥୁନ” ବୋଲି କୁହାଯାଉଥିବା ଦୁଇଟି ମୁର୍ତ୍ତି ଖୋଦିତ ହୋଇଥିଲା I ସେମାନଙ୍କର ନାମ କେଷ୍ଟର ଓ ପଲୁକ୍ସ I