or_tn/act/28/06.md

20 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# become inflamed with a fever
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସାପର ବିଷ ସକାଶୁ ତାହାଙ୍କର ଦେହ ଫୁଲିଯିବ କିମ୍ବା ) ତାହାଙ୍କୁ ବେଶୀ ଜ୍ବର ହେବ”
# nothing was unusual with him
ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ହେବା ଉଚିତ, ତାହାଙ୍କ ବିଷୟରେ ସବୁକିଛି ସେପରି ହେଲା” (ଦେଖ: [[rc://*/ta/man/translate/figs-doublenegatives]])
# they changed their minds
ଗୋଟିଏ ପରିସ୍ଥିତି ସମ୍ବନ୍ଧରେ ଭିନ୍ନ ଭିନ୍ନ ପ୍ରକାରେ ଭାବିବାକୁ ଏପରି କୁହାଯାଇପାରେ ଯେ ଲୋକଟି ମନ ବଦଳାଉଛି I ବିକଳ୍ପ ଅନୁବାଦ: “ସେମାନେ ଆଉଥରେ ଭାବିଲେ” (ଦେଖ: [[rc://*/ta/man/translate/figs-metaphor]])
# said that he was a god.
ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କହିଲେ, “ଏ ଲୋକଟି ନିଶ୍ଚୟ ଦେବତା ହୋଇଥିବ I” (ଦେଖ: [[rc://*/ta/man/translate/figs-quotations]])
# said that he was a god
ବୋଧହୁଏ ଗୋଟିଏ ବିଶ୍ବାସ ଥିଲା ଯେ କୌଣସି ବିଷାକ୍ତ ସାପ କାମୁଡିଲା ପରେ ମଧ୍ୟ ଯଦି କେହି ବଞ୍ଚିଯାଉଥିଲା, ସେ ସ୍ବର୍ଗୀୟ କିମ୍ବା ଦେବତା ଅଟେ I