or_tn/act/28/06.md

1.8 KiB
Raw Permalink Blame History

become inflamed with a fever

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସାପର ବିଷ ସକାଶୁ ତାହାଙ୍କର ଦେହ ଫୁଲିଯିବ କିମ୍ବା ) ତାହାଙ୍କୁ ବେଶୀ ଜ୍ବର ହେବ”

nothing was unusual with him

ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ହେବା ଉଚିତ, ତାହାଙ୍କ ବିଷୟରେ ସବୁକିଛି ସେପରି ହେଲା” (ଦେଖ: rc://*/ta/man/translate/figs-doublenegatives)

they changed their minds

ଗୋଟିଏ ପରିସ୍ଥିତି ସମ୍ବନ୍ଧରେ ଭିନ୍ନ ଭିନ୍ନ ପ୍ରକାରେ ଭାବିବାକୁ ଏପରି କୁହାଯାଇପାରେ ଯେ ଲୋକଟି ମନ ବଦଳାଉଛି I ବିକଳ୍ପ ଅନୁବାଦ: “ସେମାନେ ଆଉଥରେ ଭାବିଲେ” (ଦେଖ: rc://*/ta/man/translate/figs-metaphor)

said that he was a god.

ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କହିଲେ, “ଏ ଲୋକଟି ନିଶ୍ଚୟ ଦେବତା ହୋଇଥିବ I” (ଦେଖ: rc://*/ta/man/translate/figs-quotations)

said that he was a god

ବୋଧହୁଏ ଗୋଟିଏ ବିଶ୍ବାସ ଥିଲା ଯେ କୌଣସି ବିଷାକ୍ତ ସାପ କାମୁଡିଲା ପରେ ମଧ୍ୟ ଯଦି କେହି ବଞ୍ଚିଯାଉଥିଲା, ସେ ସ୍ବର୍ଗୀୟ କିମ୍ବା ଦେବତା ଅଟେ I