or_tn/act/28/04.md

578 B

This man certainly is a murderer

ନିଶ୍ଚୟ, ଏହି ଲୋକଟା ଜଣେ ଖୁଣୀ କିମ୍ବା “ଏହି ଲୋକଟା ପ୍ରକୃତରେ ଜଣେ ନରହତ୍ୟାକାରୀ”

yet justice

“ଧର୍ମ” ଶବ୍ଦଟି ସେମାନେ ପୂଜା କରୁଥିବା ଗୋଟିଏ ଦେବତାର ନାମକୁ ବୁଝାଏ I ବିକଳ୍ପ ଅନୁବାଦ: “ଧର୍ମ ବୋଲି କୁହାଯାଉଥିବା ଦେବତା” (ଦେଖ: rc://*/ta/man/translate/figs-explicit)