# This man certainly is a murderer ନିଶ୍ଚୟ, ଏହି ଲୋକଟା ଜଣେ ଖୁଣୀ କିମ୍ବା “ଏହି ଲୋକଟା ପ୍ରକୃତରେ ଜଣେ ନରହତ୍ୟାକାରୀ” # yet justice “ଧର୍ମ” ଶବ୍ଦଟି ସେମାନେ ପୂଜା କରୁଥିବା ଗୋଟିଏ ଦେବତାର ନାମକୁ ବୁଝାଏ I ବିକଳ୍ପ ଅନୁବାଦ: “ଧର୍ମ ବୋଲି କୁହାଯାଉଥିବା ଦେବତା” (ଦେଖ: [[rc://*/ta/man/translate/figs-explicit]])