or_tn/act/27/41.md

666 B

they came to a place where two currents met

ଗୋଟିଏ ସ୍ରୋତ ହେଉଛି ନିରନ୍ତର ଭାବରେ ଗୋଟିଏ ଦିଗକୁ ବହୁଥିବା ପାଣି I ବେଳେ ବେଳେ ଏକାଧିକ ଜଳସ୍ରୋତ ଆଉ ଏକ ସ୍ରୋତର ଅନ୍ୟ ପାଖରେ ବହିଥାଏ I ଏହା ବହୁଥିବା ଜଳସ୍ରୋତର ତଳେଥିବା ବାଲିକୁ ଜମା କରିଦେଇ ଜଳକୁ ଅଗଭୀର କରିଦିଏ I

The bow of the ship

ଜାହାଜର ସମ୍ମୁଖ ଭାଗ

the stern

ଜାହାଜର ପଶ୍ଚାତ୍ ଭାଗ