# they came to a place where two currents met ଗୋଟିଏ ସ୍ରୋତ ହେଉଛି ନିରନ୍ତର ଭାବରେ ଗୋଟିଏ ଦିଗକୁ ବହୁଥିବା ପାଣି I ବେଳେ ବେଳେ ଏକାଧିକ ଜଳସ୍ରୋତ ଆଉ ଏକ ସ୍ରୋତର ଅନ୍ୟ ପାଖରେ ବହିଥାଏ I ଏହା ବହୁଥିବା ଜଳସ୍ରୋତର ତଳେଥିବା ବାଲିକୁ ଜମା କରିଦେଇ ଜଳକୁ ଅଗଭୀର କରିଦିଏ I # The bow of the ship ଜାହାଜର ସମ୍ମୁଖ ଭାଗ # the stern ଜାହାଜର ପଶ୍ଚାତ୍ ଭାଗ