or_tn/act/27/30.md

1.1 KiB

General Information:

ଏଠାରେ “ଆପଣମାନେ” ବହୁବାଚକ ଓ ଶତସେନାପତି ଏବଂ ରୋମୀୟ ସୈନ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

the lifeboat

ଏହା ଗୋଟିଏ ଛୋଟ ନୌକା ଯାହା କେବେ କେବେ ଜାହାଜର ପଛ ଭାଗରେ ଲଗାଇ ଟଣା ଯାଉଥିଲା, ଆଉ କେବେ କେବେ ଜାହାଜ ମଧ୍ୟକୁ ଅଣାଯାଇ ତଳେ ବାନ୍ଧି ଦିଆଯାଉଥିଲା I ଏହି ଛୋଟ ନୌକାଟି ବୁଡିଯାଉଥିବା ଜାହାଜରୁ ରକ୍ଷା ପାଇବା ନିମନ୍ତେ ତଥା ଏହା ବ୍ୟତୀତ ବିଭିନ୍ନ କାରଣ ପାଇଁ ବ୍ୟବହାର କରାଯାଉଥିଲା I ପ୍ରେରିତ ୨୭:୧୬ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

from the bow

ଜାହାଜର ସମ୍ମୁଖ ଭାଗରୁ