or_tn/act/27/16.md

1.0 KiB

We sailed along the lee of a small island

ଆମ୍ଭେମାନେ ଦ୍ବୀପର ସେହି ପାର୍ଶ୍ବକୁ ଯାତ୍ରା କଲୁ, ଯେଉଁଠାରେ ପବନର ବେଗ ଏତେ ଜୋର୍ ନ ଥିଲା

a small island called Cauda

କ୍ରୀତୀର ଦକ୍ଷିଣ ଉପକୂଳରେ ଏହି ଦ୍ବୀପ ଅବସ୍ଥିତ I (ଦେଖ: rc://*/ta/man/translate/translate-names)

lifeboat

ଏହା ଗୋଟିଏ ଛୋଟ ନୌକା ଯାହା କେବେ କେବେ ଜାହାଜର ପଛ ଭାଗକୁ ଲାଗି ଟଣାଯାଉଥିଲା, ଆଉ କେବେ କେବେ ଜାହାଜ ମଧ୍ୟକୁ ଅଣାଯାଇ ତଳେ ବନ୍ଧାଯାଉଥିଲା I ଏହି ଛୋଟ ନୌକାଟି ବୁଡିଯାଉଥିବା ଜାହାଜରୁ ରକ୍ଷାପାଇବା ନିମନ୍ତେ ପୁଣି ଏହା ବ୍ୟତୀତ ବିଭିନ୍ନ କାରଣ ପାଇଁ ବ୍ୟବହାର କରାଯାଉଥିଲା I