or_tn/act/27/16.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# We sailed along the lee of a small island
ଆମ୍ଭେମାନେ ଦ୍ବୀପର ସେହି ପାର୍ଶ୍ବକୁ ଯାତ୍ରା କଲୁ, ଯେଉଁଠାରେ ପବନର ବେଗ ଏତେ ଜୋର୍ ନ ଥିଲା
# a small island called Cauda
କ୍ରୀତୀର ଦକ୍ଷିଣ ଉପକୂଳରେ ଏହି ଦ୍ବୀପ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# lifeboat
ଏହା ଗୋଟିଏ ଛୋଟ ନୌକା ଯାହା କେବେ କେବେ ଜାହାଜର ପଛ ଭାଗକୁ ଲାଗି ଟଣାଯାଉଥିଲା, ଆଉ କେବେ କେବେ ଜାହାଜ ମଧ୍ୟକୁ ଅଣାଯାଇ ତଳେ ବନ୍ଧାଯାଉଥିଲା I ଏହି ଛୋଟ ନୌକାଟି ବୁଡିଯାଉଥିବା ଜାହାଜରୁ ରକ୍ଷାପାଇବା ନିମନ୍ତେ ପୁଣି ଏହା ବ୍ୟତୀତ ବିଭିନ୍ନ କାରଣ ପାଇଁ ବ୍ୟବହାର କରାଯାଉଥିଲା I