or_tn/act/27/24.md

825 B

You must stand before Caesar

“କାଇସରଙ୍କ ସମ୍ମୁଖରେ ଠିଆ ହେବା” ବାକ୍ୟାଂଶଟି ପାଉଲଙ୍କର ବିଚାରାଳୟକୁ ଯିବା ଓ ସେଠାରେ କାଇସର ତାଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭକୁ କାଇସରଙ୍କ ସମ୍ମୁଖରେ ଠିଆ ହେବାକୁ ହେବ ଯେପରି ସେ ତୁମ୍ଭର ବିଚାର କରିବେ” (ଦେଖ: rc://*/ta/man/translate/figs-metonymy)

has given to you all those who are sailing with you

ସ୍ଥିର କରିଅଛୁ ଯେ ତୁମ୍ଭର ସମସ୍ତ ସହଯାତ୍ରୀମାନେ ଜୀବିତ ରହିବେ