# You must stand before Caesar “କାଇସରଙ୍କ ସମ୍ମୁଖରେ ଠିଆ ହେବା” ବାକ୍ୟାଂଶଟି ପାଉଲଙ୍କର ବିଚାରାଳୟକୁ ଯିବା ଓ ସେଠାରେ କାଇସର ତାଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭକୁ କାଇସରଙ୍କ ସମ୍ମୁଖରେ ଠିଆ ହେବାକୁ ହେବ ଯେପରି ସେ ତୁମ୍ଭର ବିଚାର କରିବେ” (ଦେଖ: [[rc://*/ta/man/translate/figs-metonymy]]) # has given to you all those who are sailing with you ସ୍ଥିର କରିଅଛୁ ଯେ ତୁମ୍ଭର ସମସ୍ତ ସହଯାତ୍ରୀମାନେ ଜୀବିତ ରହିବେ