or_tn/act/27/18.md

1.4 KiB

We took such a violent battering by the storm

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଆଗକୁ ପଛକୁ କରି ବହିନେଇଯାଉଥିଲା, ଆଉ ଆମ୍ଭେମାନେ ସମସ୍ତେ ତୋଫାନ ଦ୍ବାରା ଗୁରୁତର ଭାବରେ ମାଡଖାଇ ଆଘାତପ୍ରାପ୍ତ ହୋଇଥିଲୁ” (ଦେଖ: rc://*/ta/man/translate/figs-activepassive)

they began throwing the cargo overboard

ସେମାନେ, ଅର୍ଥାତ୍ ନାବିକମାନେ I ଜାହାଜର ଓଜନକୁ ହାଲୁକା କରିବାପାଇଁ ଏହା କରାଯାଏ, ଯେପରି ଜାହଜଟି ବୁଡିଯିବାରୁ ରକ୍ଷା ପାଇବ I

cargo

ମାଲପତ୍ରର ଅର୍ଥ ହେଉଛି ଯାହାକିଛି ଜଣେ ଲୋକ ଜାହାଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଇଥାଏ I ତୁମେ ଏହାକୁ ପ୍ରେରିତ ୨୭:୧୦ରେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଜାହାଜରେ ମାଲପତ୍ର”