or_tn/act/27/18.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# We took such a violent battering by the storm
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଆଗକୁ ପଛକୁ କରି ବହିନେଇଯାଉଥିଲା, ଆଉ ଆମ୍ଭେମାନେ ସମସ୍ତେ ତୋଫାନ ଦ୍ବାରା ଗୁରୁତର ଭାବରେ ମାଡଖାଇ ଆଘାତପ୍ରାପ୍ତ ହୋଇଥିଲୁ” (ଦେଖ: [[rc://*/ta/man/translate/figs-activepassive]])
# they began throwing the cargo overboard
ସେମାନେ, ଅର୍ଥାତ୍ ନାବିକମାନେ I ଜାହାଜର ଓଜନକୁ ହାଲୁକା କରିବାପାଇଁ ଏହା କରାଯାଏ, ଯେପରି ଜାହଜଟି ବୁଡିଯିବାରୁ ରକ୍ଷା ପାଇବ I
# cargo
ମାଲପତ୍ରର ଅର୍ଥ ହେଉଛି ଯାହାକିଛି ଜଣେ ଲୋକ ଜାହାଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଇଥାଏ I ତୁମେ ଏହାକୁ [ପ୍ରେରିତ ୨୭:୧୦](../27/10.md)ରେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଜାହାଜରେ ମାଲପତ୍ର”