or_tn/act/27/17.md

2.4 KiB

they had hoisted the lifeboat up

ସେମାନେ ପ୍ରାଣରକ୍ଷକ ନୌକାଟିକୁ ଉଠାଇନେଲେ କିମ୍ବା “ସେମାନେ ଜାହାଜରୁ ପ୍ରାଣରକ୍ଷକ ନୌକାଟିକୁ ଟାଣିଆଣିଲେ”

they used its ropes to bind the hull of the ship

“ତଳପଟ” ହେଉଛି ଜାହାଜର ଦେହ I ସେମାନେ ଏହାର ଚାରିପଟେ ଦଉଡି ବାନ୍ଧିଦେଲେ, ଯେପରି ଝଡ ସମୟରେ ଜାହାଜଟି ଆଉ ଅଲଗା ହୋଇପାରିବ ନାହିଁ I

sandbars of Syrtis

“ଚଡା” ହେଉଛି ସମୁଦ୍ରର ବାଲୁକାମୟ ଅଗଭୀର ଅଞ୍ଚଳ, ଯେଉଁଠି ଜାହାଜଗୁଡିକ ବାଲିରେ ଲାଗିଯାଇପାରେ I ସୁର୍ତ୍ତି ଉତ୍ତର ଆଫ୍ରିକାର ଲିବ୍ୟାର ଉପକୂଳରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)

they lowered the sea anchor

ସେମାନଙ୍କୁ ଠେଲିନେଇ ଯାଉଥିବା ପବନର ପ୍ରଭାବକୁ ଧୀର କରିବା ସକାଶେ ସେମାନେ ଜାହାଜର ପାଲସବୁ ପାଣିରେ ପକାଇଦେଲେ

anchor

ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ ପ୍ରେରିତ ୨୭:୧୩ରେ କିପରି ଅନୁବାଦ କଲ ତାହା ଦେଖ I

were driven along

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଯେଉଁ ଦିଗରେ ଆମ୍ଭମାନଙ୍କୁ ଠେଲି ନେଇ ଯାଉଥିଲା, ଆମ୍ଭମାନଙ୍କୁ ସେହି ଦିଗକୁ ଯିବାକୁ ପଡୁଥିଲା” (ଦେଖ: rc://*/ta/man/translate/figs-activepassive)