# they had hoisted the lifeboat up ସେମାନେ ପ୍ରାଣରକ୍ଷକ ନୌକାଟିକୁ ଉଠାଇନେଲେ କିମ୍ବା “ସେମାନେ ଜାହାଜରୁ ପ୍ରାଣରକ୍ଷକ ନୌକାଟିକୁ ଟାଣିଆଣିଲେ” # they used its ropes to bind the hull of the ship “ତଳପଟ” ହେଉଛି ଜାହାଜର ଦେହ I ସେମାନେ ଏହାର ଚାରିପଟେ ଦଉଡି ବାନ୍ଧିଦେଲେ, ଯେପରି ଝଡ ସମୟରେ ଜାହାଜଟି ଆଉ ଅଲଗା ହୋଇପାରିବ ନାହିଁ I # sandbars of Syrtis “ଚଡା” ହେଉଛି ସମୁଦ୍ରର ବାଲୁକାମୟ ଅଗଭୀର ଅଞ୍ଚଳ, ଯେଉଁଠି ଜାହାଜଗୁଡିକ ବାଲିରେ ଲାଗିଯାଇପାରେ I ସୁର୍ତ୍ତି ଉତ୍ତର ଆଫ୍ରିକାର ଲିବ୍ୟାର ଉପକୂଳରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]]) # they lowered the sea anchor ସେମାନଙ୍କୁ ଠେଲିନେଇ ଯାଉଥିବା ପବନର ପ୍ରଭାବକୁ ଧୀର କରିବା ସକାଶେ ସେମାନେ ଜାହାଜର ପାଲସବୁ ପାଣିରେ ପକାଇଦେଲେ # anchor ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ [ପ୍ରେରିତ ୨୭:୧୩](../27/13.md)ରେ କିପରି ଅନୁବାଦ କଲ ତାହା ଦେଖ I # were driven along ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଯେଉଁ ଦିଗରେ ଆମ୍ଭମାନଙ୍କୁ ଠେଲି ନେଇ ଯାଉଥିଲା, ଆମ୍ଭମାନଙ୍କୁ ସେହି ଦିଗକୁ ଯିବାକୁ ପଡୁଥିଲା” (ଦେଖ: [[rc://*/ta/man/translate/figs-activepassive]])