8 lines
924 B
Markdown
8 lines
924 B
Markdown
# When the ship was caught by the storm and could no longer head into the wind
|
|
|
|
ଯେତେବେଳେ ପବନ ଅତି ଜୋର୍ ରେ ଜାହାଜର ସମ୍ମୁଖ ଭାଗ ବିପକ୍ଷରେ ବହିବାକୁ ଲାଗିଲା, ଆମ୍ଭେମାନେ ଆଉ ଆଗକୁ ଯାତ୍ରା କରିପାରିଲୁ ନାହିଁ I
|
|
|
|
# we had to give way to the storm and were driven along by the wind
|
|
|
|
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଗକୁ ଯିବାକୁ ଆଉ ଚେଷ୍ଟା କଲୁ ନାହିଁ ଓ ପବନ ଆମ୍ଭମାନଙ୍କୁ ଯେଉଁ ଦିଗକୁ ଠେଲିଲା ସେହି ଦିଗକୁ ଯିବାକୁ ଦେଲୁ” (ଦେଖ: [[rc://*/ta/man/translate/figs-activepassive]])
|