or_tn/act/27/15.md

924 B

When the ship was caught by the storm and could no longer head into the wind

ଯେତେବେଳେ ପବନ ଅତି ଜୋର୍ ରେ ଜାହାଜର ସମ୍ମୁଖ ଭାଗ ବିପକ୍ଷରେ ବହିବାକୁ ଲାଗିଲା, ଆମ୍ଭେମାନେ ଆଉ ଆଗକୁ ଯାତ୍ରା କରିପାରିଲୁ ନାହିଁ I

we had to give way to the storm and were driven along by the wind

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଗକୁ ଯିବାକୁ ଆଉ ଚେଷ୍ଟା କଲୁ ନାହିଁ ଓ ପବନ ଆମ୍ଭମାନଙ୍କୁ ଯେଉଁ ଦିଗକୁ ଠେଲିଲା ସେହି ଦିଗକୁ ଯିବାକୁ ଦେଲୁ” (ଦେଖ: rc://*/ta/man/translate/figs-activepassive)