or_tn/act/27/14.md

1.1 KiB

Connecting Statement:

ପାଉଲ ଓ ଜାହାଜରେ ଯାତ୍ରା କରୁଥିବା ଲୋକମାନେ ଗୋଟିଏ ଭୟଙ୍କର ଝଡର ସମ୍ମୁଖିନ ହେଉଛନ୍ତି I

after a short time

ଅଳ୍ପ ସମୟ ଉତ୍ତାରେ

a wind of hurricane force

ଏକ ଅତି ପ୍ରଚଣ୍ଡ, ବିପଜ୍ଜନକ ପବନ

called the northeaster

ଯାହାକୁ ‘ଉତ୍ତରପୂର୍ବାମୁଖୀ ଏକ ପ୍ରଚଣ୍ଡ ପବନ’ ବୋଲି କହନ୍ତି I ମୂଳ ଭାଷାରେ “ଉତ୍ତରପୂର୍ବାମୁଖୀ ଏକ ପ୍ରଚଣ୍ଡ ପବନ”କୁ “ଇଉରକ୍ବିଲୋ” ବୋଲି କୁହାଯାଏ I ତୁମେ ଏହାକୁ ତୁମ ଭାଷାରେ ଅନୁବାଦ କରିପାରିବ I (ଦେଖ: rc://*/ta/man/translate/translate-transliterate)

began to beat down from the island

କ୍ରୀତୀ ଦ୍ବୀପରୁ ଆସିଲା, ଓ ଆମ୍ଭମାନଙ୍କର ଜାହାଜକୁ ପ୍ରଚଣ୍ଡ ଭାବରେ ଆଘାତ କଲା