or_tn/act/27/14.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଓ ଜାହାଜରେ ଯାତ୍ରା କରୁଥିବା ଲୋକମାନେ ଗୋଟିଏ ଭୟଙ୍କର ଝଡର ସମ୍ମୁଖିନ ହେଉଛନ୍ତି I
# after a short time
ଅଳ୍ପ ସମୟ ଉତ୍ତାରେ
# a wind of hurricane force
ଏକ ଅତି ପ୍ରଚଣ୍ଡ, ବିପଜ୍ଜନକ ପବନ
# called the northeaster
ଯାହାକୁ ‘ଉତ୍ତରପୂର୍ବାମୁଖୀ ଏକ ପ୍ରଚଣ୍ଡ ପବନ’ ବୋଲି କହନ୍ତି I ମୂଳ ଭାଷାରେ “ଉତ୍ତରପୂର୍ବାମୁଖୀ ଏକ ପ୍ରଚଣ୍ଡ ପବନ”କୁ “ଇଉରକ୍ବିଲୋ” ବୋଲି କୁହାଯାଏ I ତୁମେ ଏହାକୁ ତୁମ ଭାଷାରେ ଅନୁବାଦ କରିପାରିବ I (ଦେଖ: [[rc://*/ta/man/translate/translate-transliterate]])
# began to beat down from the island
କ୍ରୀତୀ ଦ୍ବୀପରୁ ଆସିଲା, ଓ ଆମ୍ଭମାନଙ୍କର ଜାହାଜକୁ ପ୍ରଚଣ୍ଡ ଭାବରେ ଆଘାତ କଲା